କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସ

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୧-୦୯-୨୦୨୩ କୋରେଇ ବ୍ଲକ ଅନ୍ତର୍ଗତ ବେଗନାଠାରେ ଥିବା କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ କରାଯାଇଛି | କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ | ଏଥିପାଇଁ ବିଦ୍ୟାଳୟ ପରିସରରେ ପଣ୍ଡିତ ଡ଼.ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକଙ୍କ ସମେତ ସମ୍ମାନିତ ଅତିଥି ଭାବେ କୋରେଇ ବ୍ଲକ ଅଧ୍ୟାକ୍ଷା ଜୟନ୍ତ ଦଳେଇ,ଉପାଧ୍ୟକ୍ଷ ପ୍ରଫୁଲ କୁମାର ଦାସ,ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ … Continue reading କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସ